ରବିବାରକୁ ହିଁ କ’ଣ ପାଇଁ ଛୁଟି ଦିଆଯାଏ ? ଜାଣନ୍ତୁ ଏହା ପଛର କାହାଣୀ
କେବେ ଚିନ୍ତା କରିଛନ୍ତି କି ଏହି କଥା, ସପ୍ତାହ ରେ ୭ ଟି ବାର ମଧ୍ୟରୁ ରବିବାର କୁ ହିଁ କଣ ପାଇଁ ଛୁଟି ଦିଆଯାଏ। କଣ ପାଇଁ ରବିବାର କୁ ହିଁ ଛୁଟି ବାର କୁହା ଯାଏ। କାହିଁକି ସୋମବାର ଛୁଟି ଦିନ ନ ହୋଇ ରବିବାର ହେଲା ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଭାରତ ରେ ସୂର୍ଯ୍ୟ ଙ୍କୁ ଦେବତା ବୋଲି ମାନ ଯାଏ ଓ ରବିବାର ହେଉଛି ସୂର୍ଯ୍ୟ ନକର ଦିନ।

ପ୍ରଥମେ ଏଥି ପାଇଁ ଛୁଟି ଦିଆଯାଉଥିଲା କି ଲୋକ ମାନେ ପୂଜା ପାଠ ସହ ନିଜର କିଛି ବାକି କାମ କୁ ମଧ୍ୟ କରିପାରିବେ।
ଭଗବାନ ଯୀଶୁ ଙ୍କୁ ଫାଶୀ ରେ ଚଢେଇବାର ୩ ଦିନ ପରେ ହିଁ ସେ ପୁଣି ପୂର୍ଣ୍ଣ ଜୀବିତ ହୋଇ ଯାଇଥିଲେ।ଓ ସେହି ଦିନ ରବିବାର ଥିଲା।ସାଇ ଧର୍ମ ରେ ରବିବାର କୁ ଏଷ୍ଟର ବୋଲି କୁହାଯାଏ।
ଭଗବାନ ଇସୁ ନକର ପୂର୍ଣ୍ଣ ଜୀବିତ ହେବାର ଏହି ଦିନକୁ ସାଇ ଏଷ୍ଟର ଦିନ ରୂପେ ମଧ୍ୟ ମନା ଯାଏ।

ଏହି ଦିନ କୁ ସାଇ ସମ୍ପ୍ରଦାୟ ପର୍ବ ର ଦିନ ପରି ମନେଇବାକୁ ଲାଗିଲେ ଓ ଧିରେ ଧିରେ ଏହା ଏକ ସ୍ଥାୟୀ ଛୁଟି ର ରୂପ ନେଇଗଲା।ଓ ସବୁ ରବିବାର ଛୁଟି ଦିଆଗଲା।
ଆମେ ମାନେ ଜାଣିଚୁ କି ଈଂରେଜ୍ ମାନେ ଆମ ଦେଶ ରେ ପାଖ ପାଖି ୨୦୦ ବର୍ଷ ଧରି ଶାସନ କରୁଥିଲେ।
ସେହି ସମୟରେ ସବୁଦିନ କାମ କରିବା ପରେ ଗୋଟେ ଦିନ ଚୁଟି ଦିଆଯିବା ପାଇଁ ନିର୍ଣ୍ଣୟ ନିଆଗଲା ଓ ସେହି ଦିନ କୁ ରବିବାର କହିବାକୁ ଏକ ମହାପୁରୁଷ ନିର୍ଣ୍ଣୟ ନେଇଥିଲେ।

ତାଙ୍କ ର ନାମ।ହେଉଛି ନାରାୟଣ ମେଧୂଜି ଲୋଖଣ୍ଡେ।

ସେ ଇଂରେଜ ମାନଙ୍କୁ ରବିବାର ଚୁଟି କରିବାକୁ ୧୮୮୧ ମସିହା ରେ ପ୍ରସ୍ତାବ ରଖିଥିଲେ।ଏଥି ପାଇଁ ସେ ଆନ୍ଦୋଳନ ମଧ୍ୟ କରିଥିଲେ।ପରେ ଏଂଗ୍ରେଜ୍ ମାନେ ତାଙ୍କ କଥା ରଖି ୮ ବର୍ଷ ପରେ ଯାଇ ରବିବାର କୁ ଛୁଟି ଦିନ ରୂପରେ ଘୋଷଣା କଲେ।
ତେବେ ରବିବାର କଣ ପାଇଁ ଛୁଟି ର ଦିନ ତାଙ୍କୁ ନେଇ ଥିବା କଥା ଗୁଡ଼ିକୁ ସଂଗୃହିତ କରି ଆପଣକଂ ପାଖରେ ଆମେ ରଖିଲୁ।
