କେନ୍ଦୁଝର : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଓଏମସି ଗନ୍ଧମାର୍ଦ୍ଧନ ଖଣି ପ୍ରଭାବିତ ତଳ ଜାଗର ଗ୍ରାମର ୱାର୍ଡ଼ମେମ୍ବର ଭଗବାନ ଦେହୁରୀଙ୍କ ମୃତଦେହ ଆଜି ସକାଳେ ନିକଟସ୍ଥ ନାଳରୁ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Post Views: 2,914