ଆଜି ଲୋବର କପିଲ ଜଳବିଦୁତ୍ ପରିଯୋଜନାର ଭୁମି ପୁଜା କରିବେ କନ୍ଦ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ହୀମା ହସାଉ : କେନ୍ଦ୍ରୀୟ ଅର୍ଥନୈତିକ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ହୀମା ହସାଉରେ ପହଂଚିବେ । ମନ୍ତ୍ରି ସୀତାରମଣ ଜିଲାର ଉମ୍ରାଂଶୁର ଲୋବର କପିଲ ଜଳବିଦୁତ୍ ପରିଯୋଯନା ପାଇଁ ଭୁମି ପୁଜା କରିବେ ।
କେନ୍ଦ୍ରୀୟ ମନ୍ତ୍ରି ଗୁରୁବାର ସକାଳ ୯ଟା ୩୦ ମିନିଟ୍ରେ ଦିଲ୍ଲୀରୁ ବାହାରି ଗୌହାଟିର ବୋରଝାରେ ଲୋକପ୍ରିୟ ଗୋପିନାଥ ବରଦଲେ ଆଂନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବେ । ଏହାପରେ ସେ ବାୟୁସେନା ହେଲିକାପ୍ଟର ଯୋଗେ ସକାଳ ୧୦ଟା ୪୦ରେ ଉମରାଂସୁ ରେ ପହଂଚିବେ, ତାହା ପରେ ଅସମ ପାଓାର ଜେନେରେସନ୍ କରପୋରେସନ୍ ଲିମିଟେଡ୍ ଦ୍ୱାରା ତିଆରି ହୋଇଥିବା ନୂଆ ୧୨୦ ମେଗା ଓାଟ ଶକ୍ତି ସଂପର୍ନ ଲୋବର କପିଲ ଜଳବିଦୁତ୍ ପରିଯୋଯନାର ଭୂମି ପୂଜା କରିବେ ।
