ବହିରୁ ଗୋଟିଏ ପୂଷ୍ଠା
ଚିରି ଯାଏ
ବହିରୁ କ’ଣ ଜ୍ଞାନ କମିଯିବ
ତୁମର ଗୋଟିଏ ଭୁଲ୍ ହୁଏ
ତୁମେ କ’ଣ
ସବୁଦିନ ଭୁଲ୍ ହୋଇ ରହିଥିବ
ବନ୍ଧୁ
ଭୁଲ୍ ଠାରୁ ବି କିଛି ଶିକ୍ଷା ମିଳେ
ଯାହା ଠିକ୍ ର ରାସ୍ତା ଦେଖାଏ
କଥାରେ ଅଛି
ଦେଖି ହସୁଥିଲୁ ମୋତେ
ତ କଟା ଘାଆରେ
ଚୁନ ମାରୁଥିବେ ଲୋକେ
?♀?♂?♀?♂?♀?♂?♀
?ଜୟ ଜଗନ୍ନାଥ ?
Post Views: 6,276