ତୁମେ କାହାକୁ ଦୁଃଖ
ଦେଇଥିବ
ତୁମ ପାଖକୁ ସେ ଦୁଃଖ
ସମୟ ସୁବିଧା ଦେଖି
ପଠାଇ ଦିଅନ୍ତି ଇଶ୍ବର
ବନ୍ଧୁ
ସେ ଦୁଃଖ କୁ ସାମ୍ନା କରିବା
ବଡ କଷ୍ଟ
କିନ୍ତୁ
ଏତେ ବଡ କଷ୍ଟ ନୁହଁ
ଝରଣା ଗଡାଣି ଦେଖି ଗଡିଯାଏ
ଉଠାଣି ଦେଖି ଆପେ ନଇଁ ପଡ଼େ
ଦୁଃଖ କୁ ଦେଖି ନଇଁ
ପଡନ୍ତୁ ନାହିଁ
ସାହାସର ସହ ସାମ୍ନା କରନ୍ତୁ ।।
???????
?ଜୟ ଜଗନ୍ନାଥ ?
Post Views: 5,500