ଭୁବନେଶ୍ୱର : ଓଡ଼ିଶାରେ ହକି ବିଶ୍ୱକପ ମ୍ୟାଚ ପାଇଁ ଆଜି କାଉଂଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଆଜି ଠାରୁ ଟିକେଟ ବିକ୍ରୀ ଆରମ୍ଭ ହୋଇଛି । ଏହି ମ୍ୟାଚ ଦେଖି୍ୱାକୁ ଜନସାଧାରଣ ମଧ୍ୟ.ରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଟିକେଟ ପାଇବା ପାଇଁ ଲୋକ ମାନେ ଲମ୍ବାଧାଡ଼ି ଲଗାଇଛନ୍ତି ।
Post Views: 37,103