ପଟ୍ଟାମୁଣ୍ଡାଇ : ଚଳିତ ବର୍ଷ ଭିତରକନିକା ଅଂଚଳକୁ ୧ ଲକ୍ଷ ୩୯ ହଜାର ୯୫୯ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପକ୍ଷୀଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତ ୬ ତାରିଖରେ ୫ଟି ରେଞ୍ଜ୍ ରେ ଏହି ପକ୍ଷୀ ଗଣନା କରାଯାଇଥିଲା । ୧୭ଟି ଟିମ୍ ଏଥିରେ ନିୟୋଜିତ ହୋଇଥିଲେ ।
Post Views: 22,831