ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜୁରାଗାଁ ବଡ଼ସାହିରେ ଘଟିଛି ହତ୍ୟାକାଣ୍ଡ । ପତ୍ନୀକୁ ହତ୍ୟା କରି ଘରପଛ ପାଶ୍ୱର୍ ବିଲରେ ଫୋପାଡ଼ିଛି ମଦ୍ୟପ ସ୍ୱାମୀ । ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Post Views: 33,389