ପୋଖରୀରେ ପଡି ବାଳକର ମୃତ୍ୟୁ
ସିମୁଳିଆ : ସିମୁଳିଆ ବ୍ଲକ ମଇତା ପୁର ପଞ୍ଚାୟତ ସିମୁଳିଆ ଗ୍ରାମରେ କରୁଣାକର ନାଥ ଙ୍କ ସାନ ପୁତ୍ର ପରେଶ ନାଥ 12 ବର୍ଷ ଦୀନ 10 30 ମିନଟ ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇ ଗୋଡ ଖସି ଯିବାରୁ ପୋଖରୀଟି ବହୁତ ଗଭୀର ହଇ ଥିବାରୁ ଆଉ ଉଠି ପାରିଲା ନାହିଁ ଫଳରେ କମଳ ଶିଶୁ ପରେଶ ନାଥ ପୋଖରୀର ତଳ ଧରି ନେଇଥିବାରୁ ଗ୍ରାମ ବସି ଆଡା ଦମକଳ କୁ ଫୋନ କରି ଡାକି ଥିଲେ ପରେ ସୋର ଦମକଳ ଉଭୟ ମିଳିତ ଭାବେ ପୋଖରୀ ମଧ୍ୟ୍ୟକୁ ଅକ୍ସିଜେନ ପିନ୍ଦି ପୋଖରୀ ମନ୍ଦ୍ୟରେ ଖୁଜି ପରେଶ ନାଥ କୁ ଉଦ୍ଧାର କରିଥିଲେ ସେତବେଳକୁ ତାଙ୍କର ମୃତ୍ୟୁ କି ଜୀବିତ ନଜାଣି ପରି ସିମୁଳିଆ ସ୍ୱାସ୍ଥ କେନ୍ଦ୍ର କୁ ଆଣିଥିଲେ ସେଠାରେ. କାର୍ଯ୍ୟ ରତ ଡାକ୍ତର ପରେଶ ନାଥ ଙ୍କର ମୃତ୍ୟୁ ଘୋଷଣା କରି ଆଜି ପୋଷ୍ଟମେଟମ ପରେ ମୃତ୍ୟୁ ରେ କରଣ ଜଣା ପଡିବ I
