ରାଜ୍ୟରେ ଆହୁରି ବଢ଼ିବ ଶୀତ: ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା ରାଜ୍ୟ ରାଜ୍ୟରେ ଆହୁରି ବଢ଼ିବ ଶୀତ: ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା December 15, 2021 ଭୁବନେଶ୍ୱର : ରାଜ୍ୟରେ ଆଜି ପରଠାରୁ ବଢ଼ିବ ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।... Read More