Vastu Tips

ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ସମସ୍ତ ପ୍ରୟାସ କରନ୍ତି । ସେଥି ପାଇଁ ସେ ସର୍ବଦା ସଫଳତାର ପାହାଚ ଚଢ଼ନ୍ତି, ନିଜ ସାମ୍ନାରେ କୌଣସି ପ୍ରତିବନ୍ଧକ ଆସିବାକୁ ଦିଅନ୍ତୁ ନାହିଁ ।... Read More
ଜୀବନରେ ସମସ୍ୟା ଲାଗି ରହୁଛି କି? ଆପଣ ସମାଧାନର ବାଟ ବାହାର କରିପାରୁ ନାହାନ୍ତି। ତା’ହାଲେ ଏହାର କାରଣ ଆପଣଙ୍କ ଘର ଦ୍ୱାର ବନ୍ଧ ମଧ୍ୟ ହୋଇଥାଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ, ଆପଣ ଯଦି ଘରେ... Read More
ଯଦି ଆପଣ ବହୁତ ଅର୍ଥ ଆୟ କରୁଛନ୍ତି କିନ୍ତୁ ଟଙ୍କା ଆପଣଙ୍କ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହୁ ନାହିଁ। ଏହାସହିତ ଆପଣଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି, ତାହେଲେ ଏହାର... Read More
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ରୋଷେଇ ଘରେ କେଉଁ ଜିନିଷ ଶେଷ ହେବାକୁ ଦେବେ ନାହିଁ ଏବଂ କେଉଁ ଜିନିଷ ରୋଷେଇ ଘରୁ ତୁରନ୍ତ ବାହାର କରି ଦେବା ଉଚିତ। ନଚେତ... Read More
ପାଖେଇ ଆସିଲାଣି ନୂଆ ବର୍ଷ । ଆଉ ମାତ୍ର ଏକ ମାସର ସମୟ । ନୂଆ ବର୍ଷରେ ସାଧାରଣତଃ ସମସ୍ତଙ୍କ ଘରକୁ ନୂଆ କ୍ୟାଲେଣ୍ଡର ଆସିଥାଏ। ପୁରୁଣା କ୍ୟାଲେଣ୍ଡରର ସ୍ଥାନ ନିଏ ନୂଆ କ୍ୟାଲେଣ୍ଡର।... Read More
ଫଟୋ ଆମ ଜୀବନରେ ବହୁତ୍ ଅଲଗା ମହତ୍ତ୍ୱ ରଖିଥାଏ । କେବେ ଏହା ସ୍ମୃତି ରୁପରେ ହୋଇଥାଏ । ବହୁତ ଲୋକ ନିଜର ପରିବାର ଫଟୋ ଲଗାନ୍ତି ଯାହା ସେ କ୍ଷଣକୁ ତାଙ୍କୁ ସ୍ମରଣ... Read More
ଆଜି ବି ଅନେକ ଲୋକ ବାସ୍ତୁ ନିୟମ ବିଷୟରେ ଅବଗତ ନୁହଁନ୍ତି । ଏହି କାରଣ ଯୋଗୁଁ ସେମାନେ ଦୈନନ୍ଦିନ ଜୀବନରେ ଏପରି କିଛି ଭୁଲ କରନ୍ତି, ଯାହା ଜୀବନ ଉପରେ ଖରାପ ପ୍ରଭାବ... Read More
ଯଦି କୌଣସି ଘରର ବାସ୍ତୁ ଠିକ୍ ନ ଥାଏ ତେବେ ଅନେକ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଘରର ସଦସ୍ୟମାନେ ଋଣ, ରୋଗ ଏବଂ ଅକାଳ ମୃତ୍ୟୁ ପରି ପରିସ୍ଥିତିର ସାମ୍ନା କରିଥାନ୍ତି... Read More
ପ୍ରତିଟି ଲୋକଙ୍କ ଜୀବନରେ ଉଭୟ ଭଲ ଏବଂ ଖରାପ ସମୟ ଅଛି । ଭଲ ଏବଂ ଖରାପ ସମୟର ଆଗମନ ପୂର୍ବରୁ ଏହା ବିଭିନ୍ନ ଉପାୟରେ ସଙ୍କେତ ଦେଇଥାଏ। ଧର୍ମ, ଜ୍ୟୋତିଷ ଶାସ୍ତ୍ର ଏବଂ... Read More
ଘରେ ବାସ୍ତୁଦୋଷ ଥିଲେ ଅନେକ ସମସ୍ୟା ଦେଖାଦେଇଥାଏ । କଳହ ଠାରୁ ଆରମ୍ଭ କରି ଧନହାନୀ ଓ ଶାରିରୀକ ପିଡା ମଧ୍ୟ ଦେଖାଦେଇ ଥାଏ । ବାସ୍ତୁଶାସ୍ତ୍ର ଅନୁସାରେ,ଦକ୍ଷିଣ ଦିଗରେ ଘର ଦ୍ୱାର ରଖିବା... Read More

Categories