Vaccination Reached 175 Crore

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ୧୭୫ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୬.୨୮ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୧୭୫.୦୩ କୋଟି ରହିଛି ।... Read More

Categories