Union Education Minister Dharmendra Pradhan

ନୂଆଦିଲ୍ଲୀ : ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ହାସଲକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସହକାରୀ ପ୍ରାଧ୍ୟାପକ... Read More
ଫିକି ଇଣ୍ଡିଆର ‘ଲିଡ୍ସ ୨୦୨୧’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ ନୂଆଦିଲ୍ଲୀ/ଭୁୁବନେଶ୍ୱର : ଭାରତର ଡିଜିଟାଲ ପରିବର୍ତନ ଆଫ୍ରିକୀୟ ଦେଶ ପାଇଁ ଏକ ମଡେଲ ଭାବରେ ଉଭା ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଭାରତ... Read More
ନୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର : ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ... Read More
ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ : କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ ଶୀଘ୍ର ପୂରଣ... Read More
କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି ବିଲ୍ଡିଂର ଉଦଘାଟନ କରିବେ ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଆଇଆଇଟି ଗସ୍ତ କରିବେ । ୧୨୬୦ରୁ ଅଧିକ କୋଟି... Read More
ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କମିଟି (ସିସିଇଏ)ରେ ପଶୁ ପାଳନ କ୍ଷେତ୍ର ସହ ଜଡ଼ିତ ଥିବା ଓଡ଼ିଶା ସମେତ ଦେଶର ୧୦କୋଟି ଚାଷୀଙ୍କ ପାଇଁ ୯ହଜାର୮୦୦କୋଟି... Read More
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ନୂଆ ମନ୍ତ୍ରଣାଳୟ ପାଇବା ପରେ ପ୍ରଥମ ଥର... Read More
ନୂଆଦିଲ୍ଲୀ : ଏବେ ଆଉ ଶନିବାର କି ରବିବାର ଛୁଟି ନାହିଁ । ସପ୍ତାହର ୭ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ । ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବା ପରେ ହୋଇଛି... Read More

Categories