ଟ୍ରେନ୍ରେ ବାଣ ପରିବହନ ଉପରେ କଟକଣା ରାଜ୍ୟ ଟ୍ରେନ୍ରେ ବାଣ ପରିବହନ ଉପରେ କଟକଣା November 3, 2021 ଭୁବନେଶ୍ୱର : ଦୀପାବଳିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍,... Read More