କୋରେଇ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ ଟ୍ରେନର ଚଳାଚଳ ବାତିଲ, ୧୨ଟିର ଗତିପଥ ପରିବର୍ତ୍ତନ ରାଜ୍ୟ କୋରେଇ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ ଟ୍ରେନର ଚଳାଚଳ ବାତିଲ, ୧୨ଟିର ଗତିପଥ ପରିବର୍ତ୍ତନ November 21, 2022 ଭୁବନେଶ୍ୱର : ଯାଜପୁର ଜିଲା କୋରେଇରେ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ଟି ଟ୍ରେନ ବାତିଲ କରାଯାଇଛି । ବାତିଲ କରାଯାଇଥିବା ଟ୍ରେନଗୁଡିକ ହେଲା- ହାଓ୍ବଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ, ହାଓ୍ବଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଏକ୍ସପ୍ରେସ,... Read More