୨୭୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ ବାଲେଶ୍ୱର ୨୭୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ March 18, 2023 ବାଲେଶ୍ୱର : ବାଲେଶ୍ୱର ଜିଲାରେ ଥମୁନି ବ୍ରାଉନସୁଗାର କାରବାର । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ଜଳେଶ୍ବର ଏସ୍ଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ... Read More