Today

ସାମିଲ ହୋଇପାରନ୍ତି ୨୦ରୁ ଅଧିକ ମନ୍ତ୍ରୀ ନୂଆଦିଲ୍ଲୀ : ବହୁପ୍ରତୀକ୍ଷିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ସନ୍ଧ୍ୟା ୬ଟାରେ ହେବ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ଏବଂ କ୍ୟାବିନେଟ୍ ସହ... Read More
ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ପାଇଁ ଟିକାକରଣ ଧିମେଇ ଯାଇଛି । ଟିକା ଅଭାବ କାରଣରୁ ଶନିବାର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେଓଗଡ଼, ଯାଜପୁର,... Read More
ମଣିଷ ନିଜ ଆତ୍ମା ନିଜେଦେଖି ପାରୁନିକିନ୍ତୁଶରୀର ପାଇଛି ବୋଲି ଭାରି ଟାଣବନ୍ଧୁଏଣୁ ଚିକ୍କଣ ସେଣୁ ଚିକ୍କଣମାଜି ଦେଲେ କଥା ଚିକ୍କଣଟାପରା କଥା ରେ ବୁଡିଗଲିସମୟ ଖେଳେସଞ୍ଜ ମୁଣ୍ଡେଦେହ କୁ ଯେତେ ମାଜୁଛ ମାଜଶେଷ ବେଳେ... Read More
ମଣିଷ ସବୁବେଳେ ଚାହେଁଉଚ୍ଚ ସମ୍ମାନଉଚ୍ଚ ଆଶାବନ୍ଧୁଆଜି ମଲେ କାଲି କି ଦୁଇ ଦିନକିନ୍ତୁସମ୍ମାନ ଆଉ ଆଶାପଛରେ ଗୋଡେଇ ଗୋଡେଇଦେହ ରୁ ପ୍ରାଣ ଚାଲିଯିବକିନ୍ତୁତୁମେ ନଥିବସମ୍ମାନ ଆଶା ତୁମକୁ ଝୁରି ଝୁରିଧଳା ସମୟ କଳା ହେବ... Read More
ରାତି ଯେମିତି ଦିନ ର ମିତ୍ରବନ୍ଧୁତୁମେ ତୁମ ପାଟି କୁମିତ୍ର କରକାହିଁକି ନାଏ ପାଟି ବେଳେବେଳେ ଏମିତିଛୋଟିଆ ଛୋଟିଆ କଥା କହିଦିଏପୁରା ଶରୀର ଭାଙ୍ଗି ପଡେନିଜ ପାଟି ଉଲିଆଅନ୍ୟ କୁ ଦେଖି ଟାପରା ।।??????????ଜୟ... Read More
ଦୋକାନୀ କାଗଜଠୁଙ୍ଗା ରେ ଜଳଖିଆ ଦିଏକିନ୍ତୁତୁମେ ଖାଇ ସାରିଲା ପରେକାଗଜ ଠୁଙ୍ଗା କୁ କୁଚା ମୁଚା କରିଡଷ୍ଟବିନ୍ ରେ ଫୋପାଡି ଦିଅବନ୍ଧୁଦରକାର ବୋଲି ଆଦରକାମ ସରିଲେ ଫୋପାଡି ଦିଅନୂଆ ଜିନିଷ କୁ ସକ ସକପୁରୁଣା... Read More
ମଣିଷ ଚିହ୍ନି ବାବଡ କଷ୍ଟବନ୍ଧୁଆମ ପାଖେ ପାଖେ ଥାଇଆମ ଠାରୁ ପ୍ରତିଶୋଧ ନେବା କୁପଛାଏ ନାହିଁଯେଉଁ ଥାଳି ରେ ଖାଏସେଇ ଥାଳି କୁ ଗୋଇଠାମାରିବାକୁ ପଛାଏ ନାହିଁବୁଦ୍ଧି ଥାଇ ଚତୁର ହେଲାନିଜ ଚତୁପାର୍ଶ୍ଵ କୁ... Read More
କାହାର ଚରଣ ଧୋଇଲେତୁମର ଅସମ୍ମାନ ହୁଏନିବନ୍ଧୁତୁମକୁ ଆଶୀର୍ବାଦ ମିଳେକାହିଁକି ନାଆଶୀର୍ବାଦ ଦେଖାଯାଏ ନାହିଁକିନ୍ତୁକର୍ମ ଫଳ ସହିତ ଯୋଡି ହୋଇଯାଏଅନ୍ୟ ର ସେବା ଦ୍ବାରାଯେଉଁ ପୁର୍ଣ୍ଣ୍ଯ ମିଳେତାହା ତୁମ ଆତ୍ମା କୁ ମୁଖ୍ଯ ପ୍ରାପ୍ତିକରାଏ ।।?‍♂?‍♂?‍♂?‍♂?‍♂?‍♀?‍♀?‍♀?‍♀?ଜୟ... Read More
ଆମ୍ବ ପାଚିଲେଗଛର କି ଯାଏ ଆସେମାଟି ରେ ପଡିଲେମାଟିର କି ଯାଏ ଆସେବନ୍ଧୁସେ ଖଟା ହେଉ କି ମିଠା ହେଉତା ଭାଗ୍ଯ ତ ମଣିଷ ପାଟିରେ ଲେଖାତା ନିଜ ଅପେକ୍ଷା ଅନ୍ୟ ଚିନ୍ତା କରେତୁମେ... Read More
କିଏ ଜାଣେ ବେଳ ତା ସହିତଏମିତି ଖେଳ ଖେଳିବଓଠ ଠାରୁ ହସ ଛଡେଇ ନେବବନ୍ଧୁଧନୀ ଗରିବଛୋଟ ବଡସୁନ୍ଦର ଅସୁନ୍ଦରକିଛି ବୁଝେନା କାଳ ଛାଇ କୁଦେଖିହୁଏ ନାହିଁକିନ୍ତୁଗଲାବେଳେ ଅନେକ ଲୁହ ସହିତଦୁଃଖ ଦେଇ ଯାଏ??????????ଜୟ ଜଗନ୍ନାଥ... Read More

Categories