କପାଳ ଲେଖାମଣିଷ ନିଜେ ନିଜର ପଢି ପାରନ୍ତାନିଜକୁ ଶ୍ରେଷ୍ଠ ବୋଲି କୁହନ୍ତାବନ୍ଧୁମଣିଷ ଚାହେଁ ତା ତଲେସମସ୍ତେ ରୁହନ୍ତୁଆଉ ଗୁଲାମ କରନ୍ତୁହସି ଦେଇ କହେମୁଁ ଶ୍ରେଷ୍ଠ ମୁଁ ଶ୍ରେଷ୍ଠହେଲେ ମଧ୍ଯ ଦୁନିଆ ଜିତିପାରେ ନାହିଁକାହିଁକି ନାଦୁନିଆ... Read More
Today Anuchinta
ପାଟି କଥା ଦେଖାଯାଏ ନାହିଁକିନ୍ତୁଶରୀରରେ ଠାଇ ଠାଇହୋଇ ବାଜେବନ୍ଧୁଗୁଳା ବାରୁଦ ଠାରୁ ଆହୁରିଭୟଙ୍କର ଏ ପାଟି ଭାଷାକାହିଁକି ନାଗୁଳା ବାରୁଦ ଖାଲି ଜଲାଏକିନ୍ତୁପାଟି ଭାଷା ଶରୀର କୁଝୁରେଇ ଝୁରେଇ ଜାଲି ଜାଲିଛାରଖାର କରିଦିଏ ।।?♂?♀?♂?♀?♂?♀?♂?♀?♂?ଜୟ... Read More
ପାଟି ଖାଦ୍ୟ ଖାଇବାକୁଟାକୁ ଟାକୁ ହୁଏଯେତେ ଖାଇଲେ ବି ତା ପ୍ରକୃତିଛାଡେ ନାହିଁବନ୍ଧୁମଣିଷ ଯେମିତି ଦେଖାଯାଏତା ପ୍ରକୃତି ସେମିତି ନୁହଁସୁନ୍ଦର ଚେହେରା ସିନାତା ରୂପ ,ରଙ୍ଗସେମିତି ନୁହଁ ।।???????????????????ଜୟ ଜଗନ୍ନାଥ ?... Read More
ମଣିଷ ଶରୀର କୁ ଟିକିଏପବନ ହରାଇ ଦଉଛିକିନ୍ତୁବିନା ନିଶ୍ବାସ ବା ପବନ ରେବଞ୍ଚିବା ସହଜ ନୁହଁବନ୍ଧୁଟିକେ ପବନ ଏତେ ବଡ ଶରୀରକୁ ହରାଇ ଦଉଛିକିନ୍ତୁତୁମ ଚାତୁରୀ କହିଲେ ନସରେଦେହ ବଡିମା ରଖିଛିବେଳ ବୁଡିଲା ପରି... Read More
ତୁମେ ଚେ଼ଷ୍ଟା କଲେମଣିଷ ସହିତ ମିଶି ପାରକିନ୍ତୁତୁମ ଅଂହଙ୍କାର ଭାବ ଛାଡି ନପାରବନ୍ଧୁଏଇ ଯେମିତିସାରୁ ପତର କୁ ପାଣିଦୁହେଁ ଯମା ମିଶନ୍ତି ନାହିଁସଂସାର ଥିବ ଦୁନିଆ ହସୁଥିବତୁମେ ଦେଖି ଦେଖିଝୁରୁଥିବ ।।??????????ଜୟ ଜଗନ୍ନାଥ ?... Read More
ନିଜ ଭାଗ୍ୟରେ କଣ ଘଟିବତୁମେ ଜାଣିନ କିନ୍ତୁକହୁଛ ଦୁନିଆ ଦେଖିଛବନ୍ଧୁଏ ଭାଗ୍ୟ କେତେବେଳେ ନିଜ ସାଥେଖେଳିଦେବ ହସି ହସି କନ୍ଦେଇଦେଇ ଯିବକିସମତ ସହିତ ଖେଳି ପଚାରି ଦବତୁମେ କ’ଣ ତୁମ ଠାରୁ ଜିତି ପାରିବମୋତେ... Read More
