ଝାରସୁଗୁଡ଼ା ଉପ-ନିର୍ବାଚନ : ଟଙ୍କଧର ତ୍ରିପାଠୀ ହେଲେ ବିଜେପି ପ୍ରାର୍ଥୀ ଝାରସୁଗୁଡ଼ା ଝାରସୁଗୁଡ଼ା ଉପ-ନିର୍ବାଚନ : ଟଙ୍କଧର ତ୍ରିପାଠୀ ହେଲେ ବିଜେପି ପ୍ରାର୍ଥୀ April 13, 2023 ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଟଙ୍କଧର ତ୍ରିପାଠୀ ହେବେ ବିଜେପିର ପ୍ରାର୍ଥୀ। ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯାଇଛି ।... Read More