ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ବାଲେଶ୍ୱର କନିଷ୍ଠ ଓ ଉପ-କନିଷ୍ଠ ଦଳର ସଫଳତା; ଖେଳାଳିଙ୍କ ସହ ପ୍ରଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ବାଲେଶ୍ୱର ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ବାଲେଶ୍ୱର କନିଷ୍ଠ ଓ ଉପ-କନିଷ୍ଠ ଦଳର ସଫଳତା; ଖେଳାଳିଙ୍କ ସହ ପ୍ରଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା November 2, 2023 ବାଲେଶ୍ୱର : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ବାଲେଶ୍ୱର ଜିଲା କନିଷ୍ଠ ଓ ଉପ-କନିଷ୍ଠ ବର୍ଗର ବାଳିକା ଓ ବାଳକ ଖୋ ଖୋ ଟିମ୍କୁ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି... Read More