ଆଜିଠୁ ଖୋଲିବ ଷଷ୍ଠ-ସପ୍ତମ : ଦେଢ ବର୍ଷ ପରେ ଶ୍ରେଣୀଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ ରାଜ୍ୟ ଶିକ୍ଷା ଆଜିଠୁ ଖୋଲିବ ଷଷ୍ଠ-ସପ୍ତମ : ଦେଢ ବର୍ଷ ପରେ ଶ୍ରେଣୀଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ November 15, 2021 ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଠାରୁ... Read More