ଗାଙ୍ଗପୁର ଥାନାରେ ଅଭାବନୀୟ ଘଟଣା ! ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଆଇଆଇସି ମୃତ ଗଞ୍ଜାମ ଗାଙ୍ଗପୁର ଥାନାରେ ଅଭାବନୀୟ ଘଟଣା ! ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଆଇଆଇସି ମୃତ March 25, 2022 ଗଞ୍ଜାମ : ଗଞ୍ଜାମ ଜିଲା ଗାଙ୍ଗପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜେ ରଖିଥିବା ବନ୍ଧୁକରୁ ଅଘଟଣବଶତଃ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗୋଙ୍କ ମୃତ୍ୟୁ ଘଟିଛି। ପ୍ରତିଦିନ... Read More