ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ ବାଲେଶ୍ୱର ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ November 14, 2021 ନୀଳଗିରି : ଶିଶୁ ଦିବସ ଉପଲକ୍ଷେ ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଔପଦା ବ୍ଲକ୍ କାଣ୍ଡଗରଡ଼ିହି ପଞ୍ଚାୟତ ଖୁଲିଆ ଗ୍ରାମରେ ଶିଶିର ମହାପାତ୍ର... Read More