Saroj Kumar Samal

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଆଇଏଏସ ଅଫିସର ସରୋଜ କୁମାର ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଇନ୍ଦ୍ରମଣି ତ୍ରିପାଠୀଙ୍କ ସ୍ଥାନରେ ସରୋଜ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି।... Read More

Categories