ଦିବ୍ୟାଙ୍ଗ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨ ଉଦଯାପିତ ବାଲେଶ୍ୱର ଦିବ୍ୟାଙ୍ଗ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨ ଉଦଯାପିତ November 22, 2022 ବାଲେଶ୍ୱର : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଦେଶ ବିକାଶ’ପକ୍ଷରୁ ଆରମ୍ଭ ହୋଇଥିବା ଦୁଇଦିନିଆ ୮ମ ବାର୍ଷିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨’ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି ।... Read More