ଯୁବକକୁ ପିଟିପିଟି ହତ୍ୟା, ୨ ଅଟକ ଅପରାଧ କେନ୍ଦୁଝର ଯୁବକକୁ ପିଟିପିଟି ହତ୍ୟା, ୨ ଅଟକ August 16, 2021 କେନ୍ଦୁଝର : କେନ୍ଦୁଝର ଜିଲା ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ୨ ଜଣଙ୍କୁ... Read More