ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଭଦ୍ରକ ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର August 9, 2021 ଭଦ୍ରକ : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟି ରାସ୍ତା ତଳେ କାଦୁଅରେ ପଡିଥିବା ଦେଖିବାକୁ ମିଳିଥିଲା ।... Read More