ବିରଳ ‘ଗୋଲାପୀ କଲରାପତରିଆ’ ଚିତା ବାଘ ଠାବ ଦେଶ-ବିଦେଶ ବିରଳ ‘ଗୋଲାପୀ କଲରାପତରିଆ’ ଚିତା ବାଘ ଠାବ November 12, 2021 ଜୟପୁର : ବିରଳ ଚିତା ବାଘ ଠାବ ହୋଇଛି । ରାଜସ୍ଥାନର ପାଲି ଜିଲ୍ଲାର ଆରାବଳି ପାହାଡର ରଣକପୁର ଅଞ୍ଚଳରେ ଏକ ବିରଳ ‘ଗୋଲାପୀ ଚିତାବାଘ’କୁ ସ୍ତାନୀୟ ଲୋକେ ଦେଖିଥିବା କଥା କହିଛନ୍ତି ।... Read More