ପଶ୍ଚିମା ଝଡ଼ ସକ୍ରିୟ! ରାଜ୍ୟରେ ୨୪ରୁ ୩ ଦିନ ବର୍ଷା ରାଜ୍ୟ ପଶ୍ଚିମା ଝଡ଼ ସକ୍ରିୟ! ରାଜ୍ୟରେ ୨୪ରୁ ୩ ଦିନ ବର୍ଷା February 23, 2022 ଭୁବନେଶ୍ୱର : ଆଫଗାନିସ୍ଥାନ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପଶ୍ଚିମା ଝଡ଼ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ରୁ ତିନିଦିନ ଧରି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରେ... Read More