ଅସହାୟ ପରିବାରକୁ ସହାୟତା ପ୍ରଦାନ ବାଲେଶ୍ୱର ଅସହାୟ ପରିବାରକୁ ସହାୟତା ପ୍ରଦାନ October 9, 2022 ରେମୁଣା : ବାଲେଶ୍ୱର ଜିଲା ରେମୁଣା ଏନଏସି ଅନ୍ତର୍ଗତ ମେଣ୍ଡରା ଗାଁରେ ସମ୍ପ୍ରତି ଲଗାଣ ବର୍ଷାରେ ସ୍ୱର୍ଗତ ହରିହର ମଣ୍ଡ, ନରେନ୍ଦ୍ର ମଣ୍ଡ ଓ ସୁରେନ୍ଦ୍ର ମଣ୍ଡଳଙ୍କ ମାଟିକାନ୍ଥ ଘଣ ଭୁଷୁଡ଼ି ପଡ଼ିଥିଲା ।... Read More