ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ରର ନିଷେଧାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଫେବୃଆରୀ ୬ରେ ଏହି ମାମଲାର ଶୁଣାଣି କରିବେ । ବିବିସି ଡକ୍ୟୁମେଣ୍ଟାରୀ ସହ... Read More
PM BBC Documentary
ନୂଆଦିଲ୍ଲୀ : ଜବାହରଲାଲ ନେହେରୁ (ଜେଏନୟୁ) ଛାତ୍ର ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ପ୍ରସ୍ତାବିତ ସ୍କ୍ରିନିଂ କରିପାରି ନାହିଁ। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି... Read More
