ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ କଟକ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ October 13, 2022 ଜଗତପୁର : ଜଗତପୁର ଅନ୍ଧାରୀ ବାଦୁଡ଼ି ତୋଟା ନିକଟରେ ଅଘଟଣ । ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଯୁବକ ନିଖୋଜ । ଖବର ପାଇ ଜଗତପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ... Read More