ଆଜୀବନ ବନ୍ଦୀଙ୍କୁ ଖଲାସ ପାଇଁ ନିଷ୍ପତ୍ତି ନେବ ସଜା କୋହଳ କମିଟି ରାଜ୍ୟ ଆଜୀବନ ବନ୍ଦୀଙ୍କୁ ଖଲାସ ପାଇଁ ନିଷ୍ପତ୍ତି ନେବ ସଜା କୋହଳ କମିଟି October 21, 2022 ଭୁବନେଶ୍ବର : ଜାତୀୟ ମାନବିକ ଅଧିକାର କମିସନଙ୍କ ଦିଶା ନିର୍ଦ୍ଦେଶାବଳୀ ଭିତ୍ତିରେ ଓଡ଼ିଶା ସରକାର ଆଜୀବନ ସଜା ଭୋଗୁଥିବା ବନ୍ଦୀଙ୍କୁ କାରାଗାରରୁ ଖଲାସ କରିବା ପାଇଁ ଏକ ନୀତି କରିଛନ୍ତି। ନୀତି ଅନୁସାରେ, ଗୁରୁତର... Read More