୬୨ତମ ଓଡ଼ିଶା ରାଜ୍ୟ ସିନିୟର ଚେସ ପ୍ରତିଯୋଗୀତା ଉଦ୍ଘାଟିତ, ଭାଗ ନେଲେ ୧୦୭ ପ୍ରତିଯୋଗୀ ଖେଳ ବାଲେଶ୍ୱର ୬୨ତମ ଓଡ଼ିଶା ରାଜ୍ୟ ସିନିୟର ଚେସ ପ୍ରତିଯୋଗୀତା ଉଦ୍ଘାଟିତ, ଭାଗ ନେଲେ ୧୦୭ ପ୍ରତିଯୋଗୀ November 5, 2022 ବାଲେଶ୍ୱର : ବାଲେଶ୍ୱର କ୍ଲବ ପରିସରରେ ୬୨ତମ ଓଡ଼ିଶା ରାଜ୍ୟ ସିନିୟର ଚେସ ପ୍ରତିଯୋଗୀତା ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଛି । ବାଲେଶ୍ୱର କ୍ଲବ, ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡ ସିଟି ଏବଂ... Read More