ହଜାରିବାଗରେ ଓଡ଼ିଶା ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୨୯ ଆହତ ଦେଶ-ବିଦେଶ ହଜାରିବାଗରେ ଓଡ଼ିଶା ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୨୯ ଆହତ October 2, 2022 ରାଞ୍ଚି: ଝାଡ଼ଖଣ୍ଡ ହଜାରୀବାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଏକ ତୀର୍ଥଯାତ୍ରୀ ବସ ଓଲଟି ପଡିଛି। ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଥିବା ବେଳେ ପ୍ରାୟ... Read More