Nitibani

ଯେଉଁଦିନ ଜୀବନର ଚଲାପଥରେ ଆମେ କୌଣସି ସମସ୍ୟାର ସମ୍ମୁଖୀନ ନହେଉ, ସେଦିନ ନିଶ୍ଚିତ ହୋଇଯିବା ଉଚିତ ଯେ ଆମେ ଭୁଲ୍ ବାଟରେ ଚାଲୁଛୁ । – ସ୍ୱାମୀ ବିବେକାନନ୍ଦ... Read More
ଜଣେ ମହାନ ସନ୍ଥଙ୍କର ଯେମିତି ଅତୀତଟିଏ ଥାଏ, ଠିକ୍ ସେମିତି ଜଣେ ସବୁଠୁ ବଡ଼ ପାପୀର ମଧ୍ୟ ଭବିଷ୍ୟତ ଥାଏ । – ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌... Read More
ମହାନ ବ୍ୟକ୍ତିମାନଙ୍କ ପାଇଁ ଧର୍ମ ବନ୍ଧୁତ୍ୱ ସୃଷ୍ଟି କରିବାର ଏକ ମାଧ୍ୟମ; ନୀଚ ଲୋକମାନେ ଧର୍ମକୁ ଏକ ଲଢ଼େଇ କରିବାର ଉପକରଣରେ ପରିଣତ କରିଥାନ୍ତି । – ଡ. ଏପିଜେ ଅବ୍‌ଦୁଲ୍ କଲାମ୍‌... Read More
ଆମର ମାନବୀୟ ଜ୍ଞାନ ହେଉଛି ସୂର୍ଯ୍ୟଙ୍କ ଭଳି ପ୍ରତିଭାତ ସତ୍ୟ ସମ୍ମୁଖରେ ଏକ କ୍ଷୀଣ ଆଲୋକ ପ୍ରଦାନକାରୀ ମହମବତୀ ସଦୃଶ । – ଶ୍ରୀ ଅରବିନ୍ଦ... Read More

Categories