ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ! ଏନଆଇଇପିଏ ପୁରସ୍କାର ପାଇଁ ଓଡ଼ିଶାରୁ ୮ ମନୋନୀତ ରାଜ୍ୟ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ! ଏନଆଇଇପିଏ ପୁରସ୍କାର ପାଇଁ ଓଡ଼ିଶାରୁ ୮ ମନୋନୀତ February 5, 2022 ଭୁବନେଶ୍ୱର : ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥା-ଏନଆଇଇପିଏ ପକ୍ଷରୁ ବର୍ଷ ୨୦୧୯-୨୦ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଓଡିଶାର ୮... Read More