ଭାରତର ସେମି ଆଶା ମଉଳିଲା : ଆଫଗାନିସ୍ତାନକୁ ୮ ଉଇକେଟ୍ରେ ହରାଇ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଖେଳ ଭାରତର ସେମି ଆଶା ମଉଳିଲା : ଆଫଗାନିସ୍ତାନକୁ ୮ ଉଇକେଟ୍ରେ ହରାଇ ସେମିଫାଇନାଲରେ ନ୍ୟୁଜିଲାଣ୍ଡ November 7, 2021 ଆବୁଧାବି: ଆଇସିସି ଟି-୨୦ବିଶ୍ୱକପ୍ ଗ୍ରୁପ୍-୨ର ରବିବାର ଆବୁଧାବିରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର ଆଫ୍ଗାନିସ୍ତାନକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏଥି... Read More