ଜୁନିଅର ହକି ବିଶ୍ୱକପ : ବେଲଜିୟମକୁ ୬-୪ ଗୋଲ୍ରେ ହରାଇ ପଞ୍ଚମ ସ୍ଥାନରେ ନେଦରଲ୍ୟାଣ୍ଡ ଖେଳ ଜୁନିଅର ହକି ବିଶ୍ୱକପ : ବେଲଜିୟମକୁ ୬-୪ ଗୋଲ୍ରେ ହରାଇ ପଞ୍ଚମ ସ୍ଥାନରେ ନେଦରଲ୍ୟାଣ୍ଡ December 5, 2021 ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ହକି ବିଶ୍ବକପର ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ନେଦରଲ୍ୟାଣ୍ଡ । ଅନ୍ୟପଟେ ବେଲଜିୟମ ଷଷ୍ଠ ସ୍ଥାନରେ ରହିଛି । ପଞ୍ଚମ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ... Read More