ବିଶ୍ଵନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ : ପୋଖରିରୁ ମା’ ଓ ପୁଅର ମୃତ ଦେହ ଉଦ୍ଧାର କଟକ ବିଶ୍ଵନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ : ପୋଖରିରୁ ମା’ ଓ ପୁଅର ମୃତ ଦେହ ଉଦ୍ଧାର November 18, 2021 କଟକ : କଟକ ଜିଲା ନିଆଳି ଥାନା ପୁରୁଣାସାତଙ୍ଗ ଗାଁରେ ଅଘଟଣ । ପୋଖରୀରେ ଭାସୁଛି ଶିଶୁ ପୁଅ ଓ ମା’ର ମୃତଦେହ । ମୃତକମାନେ ମା ରୀତା ମିଶ୍ର ଓ ପୁଅ ରଞ୍ଜିତ... Read More