ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’, ୧୩ ଓ ୧୪ରେ ପ୍ରବଳ ବର୍ଷା ରାଜ୍ୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’, ୧୩ ଓ ୧୪ରେ ପ୍ରବଳ ବର୍ଷା May 11, 2023 ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାରେ ପରିଣତ ହୋଇଛି । ଏଥର ବାତ୍ୟାର ନାମ ‘ମୋକା’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ‘ମୋକା’ ଘଣ୍ଟାକୁ ୮ କିଲୋମିଟର... Read More