ପଶ୍ଚିମବଙ୍ଗର ବରିଷ୍ଠ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଦେହାନ୍ତ, ସୋମବାର ହେବ ଅନ୍ତିମ ସଂସ୍କାର ଦେଶ-ବିଦେଶ ରାଜନୀତି ପଶ୍ଚିମବଙ୍ଗର ବରିଷ୍ଠ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଦେହାନ୍ତ, ସୋମବାର ହେବ ଅନ୍ତିମ ସଂସ୍କାର February 20, 2022 କଲିକତା : ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବରିଷ୍ଠ ରାଜ୍ୟ ମନ୍ତ୍ରୀ ସାଧନ ପାଣ୍ଡେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କର ବୟସ ୭୧ ବର୍ଷ ଥିଲା । ଫୁସ୍ଫୁସ୍ ସଂକ୍ରମଣ ପରେ... Read More