କ୍ୟାପିଟାଲ ହସ୍ପିଟାଲ ପରିସରରେ ‘ମେଡିକୋ-ଲିଗାଲ ଫ୍ୟାସିଲିଟେସନ କେନ୍ଦ୍ର’ ଉଦଘାଟିତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ‘ମେଡିକୋ-ଲିଗାଲ ଫ୍ୟାସିଲିଟେସନ କେନ୍ଦ୍ର’ ଉଦଘାଟିତ August 28, 2023 ଭୁବନେଶ୍ୱର : ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା କ୍ୟାପିଟାଲ ଥାନା ଫାଣ୍ଡିରେ ଏକ “ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର” ର ଶୁଭାରମ୍ଭ କରାଯାଇଛି । ଏଥିରେ ରାଜ୍ୟସଭା ସଦସ୍ୟ... Read More