Maobadi

ବଲାଙ୍ଗୀର : ବଲାଙ୍ଗୀର‐ହରିଶଙ୍କର ଗନ୍ଧମାର୍ଦ୍ଧନ ପାହାଡ଼ ନିକଟରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ବର୍ତ୍ତମାନର ବଡଖବର ଏଥିରେ ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ... Read More
ମାଲକାନଗିରି : କୋରାପୁଟ ଜିଲା ବୈପାରିଗୁଡା ମାଲିପଦର ଏନକାଉଂଟର ଘଟଣାକୁ ନେଇ ମୁହଁ ଖୋଲିଲେ ମାଓ ସଂଗଠନ । ଏହି ଏନକାଉଣ୍ଡର ମିଥ୍ୟା ବୋଲି ମାଓ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ ପ୍ରତିବାଦରେ ଆଗାମୀ... Read More
ବାଲିଗୁଡା : କନ୍ଧମାଳରେ ଦେଖିବାକୁ ମିଳିଛି ମାଓ ବର୍ବର କାଣ୍ଡ । ରକ୍ତ ମୁଖା ଲାଲବାହିନୀ । ଗତ ସୋମବାର ପୋଲିସ ଇନଫର୍ମର ସନ୍ଦେହରେ ବାଲିଗୁଡା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣେ... Read More
ମାଲକାନଗିରି : ମାଲକାନଗରି ଜିଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀ ଗୁଳିବିନମୟ । ଏଥିରେ ଜଣେ ଏଏସ୍‌ଆଇ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି... Read More
କୋରାପୁଟ : କୋରାପୁଟ ପୋଲିସ, ଏସଓଜି ଓ ଡିଭିଏଫ ପକ୍ଷରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏକ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା। ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ... Read More
ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲିକପ୍ଟର ଯୋଗେ ରାୟପୁର... Read More
କନ୍ଧମାଳ: କନ୍ଧମାଳ ତୁମୁଡିବନ୍ଧ ବ୍ଲକର ଗୁଗୁ ଗ୍ରାମରେ ଜଣଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଏଯାଏଁ ପୋଲିସ କି... Read More
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଠାରେ ମାଓ ତାଣ୍ଡବ । ଗତ ସୋମବାର ରାତିରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ଓ ହିଟାଚି ମେସିନ ପୋଡ଼ି ଦେଇଛନ୍ତି... Read More
ରାୟଗଡା : ରାୟଗଡା ଜିଲାରେ ମାଓବାଦୀଙ୍କ ବର୍ବରତା । ଇନଫରମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ହତ୍ୟା । ଅମ୍ବାଦଳା ଥାନା ଟିକରପଡା ଗାଁ ନିକଟରୁ ମିଳିଛି ମୃତଦେହ । ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା... Read More
ଭୁବନେଶ୍ୱର : ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି । ଝାଡଖଣ୍ଡରୁ ଛତିଶଗଡ଼ ପରେ ଓଡ଼ିଶା ସବୁଠି ଏବେ ମାଓବାଦୀଙ୍କ ସହୀଦ... Read More

Categories