ନୀତିବାଣୀ ନୀତିବାଣୀ ନୀତିବାଣୀ August 17, 2021 ଶକ୍ତି ବିଜୟରୁ ପ୍ରାପ୍ତ ହୋଇ ନଥାଏ । କଠିନ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ପରିସ୍ଥିତି ସାମ୍ନାରେ ମୁଣ୍ଡ ନ ନୁଆଁଇବାକୁ ନିଷ୍ପତି ନେବା ହିଁ ଶକ୍ତି । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ August 15, 2021 ଶକ୍ତି ବିଜୟରୁ ପ୍ରାପ୍ତ ହୋଇ ନଥାଏ । କଠିନ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ପରିସ୍ଥିତି ସାମ୍ନାରେ ମୁଣ୍ଡ ନ ନୁଆଁଇବାକୁ ନିଷ୍ପତି ନେବା ହିଁ ଶକ୍ତି । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ August 14, 2021 ଦ୍ୱିମତରୁ ହିଂସା ଆରମ୍ଭ ହୁଏ । ପ୍ରେମ ସବୁ ପ୍ରତିବନ୍ଧକକୁ ଦୂର କରିଦେଇପାରେ । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ଅନ୍ୟାନ୍ୟ ନୀତିବାଣୀ August 9, 2021 ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 31, 2021 ବିଶ୍ୱରେ ଏତେ ପରିମାଣରେ ଲୋକମାନେ ଭୋକିଲା ରହିଛନ୍ତି ଯେ ସେମାନଙ୍କ ପାଇଁ ଖାଦ୍ୟ ହିଁ କେବଳ ଈଶ୍ୱର, ଆଉ କେହି ନୁହନ୍ତି । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 29, 2021 ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 26, 2021 ଭବିଷ୍ୟତ ଆଜିର କର୍ମ ଉପରେ ନିର୍ଭର କରେ । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 23, 2021 ବର୍ଷରେ ଦୁଇଗୋଟି ଦିନ ଅଛି ଯେଉଁ ଦିନମାନଙ୍କରେ ଆମେ କିଛି କରି ପାରିବା ନାହିଁ । ସେ ଦୁଇ ଦିନ ହେଉଛି-ଗତକାଲି ଓ ଆସନ୍ତାକାଲି । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 12, 2021 ସମ୍ପର୍କ ଚାରିଗୋଟି ନୀତି ଉପରେ ପର୍ଯ୍ୟବସିତସମ୍ମାନ ପ୍ରଦର୍ଶନ, ବୁଝାମଣା, ଗ୍ରହଣ କରି ନେବା ଏବଂ ପସନ୍ଦ କରିବାର ମାନସିକତା । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 9, 2021 ଦୁର୍ବଳ ଲୋକମାନେ କେବେହେଲେ କ୍ଷମା ଦେଇ ପାରିବେ ନାହିଁ; କ୍ଷମା ଦେବା ହେଉଛି ଶକ୍ତିଶାଳୀ ଲୋକମାନଙ୍କ ଗୁଣ । – ମହାତ୍ମା ଗାନ୍ଧୀ... Read More