ଏଲପିଜି ଗ୍ୟାସ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ, ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ସୁନ୍ଦରଗଡ଼ ଏଲପିଜି ଗ୍ୟାସ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ, ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ October 2, 2021 ସୁନ୍ଦରଗଡ଼ : ସୁନ୍ଦରଗଡ଼ର ବିଜୁ ଏକ୍ସପ୍ରେସ ୱେରେ ଅଘଟଣ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏକ ଏଲପିଜି ଗ୍ୟାସ ବୋଝେଇ ଟ୍ରକ ଜଳିଯାଇଥିବାର ଜଣାପଡିଛି ।... Read More