ଆଶ୍ୱସ୍ତିକର ଖବର : ଖାଇବାତେଲ ଏମ୍ଆର୍ପି ହ୍ରାସ କଲେ ପ୍ରମୁଖ କମ୍ପାନୀ ଦେଶ-ବିଦେଶ ବାଣିଜ୍ୟ ଆଶ୍ୱସ୍ତିକର ଖବର : ଖାଇବାତେଲ ଏମ୍ଆର୍ପି ହ୍ରାସ କଲେ ପ୍ରମୁଖ କମ୍ପାନୀ December 28, 2021 ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଏଣିକି ମହଙ୍ଗା ଖାଇବାତେଲ ଦରରୁ ସାମାନ୍ୟ ମୁକ୍ତି ମିଳିବ। ଦେଶର ପ୍ରମୁଖ ଖାଇବାତେଲ ନିର୍ମାତା ଏମ୍ଆର୍ପିରେ ହ୍ରାସ କରିଛନ୍ତି। ଉଦ୍ୟୋଗ... Read More