କୁଜଙ୍ଗରେ ଅଘଟଣ : ନିଶାସକ୍ତ ଯୁବକର ଆକ୍ରମଣରେ ୨ ମହିଳା ମୃତ, ୩ ଗୁରୁତର ଜଗତସିଂହପୁର କୁଜଙ୍ଗରେ ଅଘଟଣ : ନିଶାସକ୍ତ ଯୁବକର ଆକ୍ରମଣରେ ୨ ମହିଳା ମୃତ, ୩ ଗୁରୁତର June 18, 2023 କୁଜଙ୍ଗ : ଜଗତସିଂହପୁର ଜିଲା କୁଜଙ୍ଗରେ ଅଘଟଣ । ନିଶାସକ୍ତ ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ସମୟରେ ବଳରାମ ପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ... Read More