କ୍ଷୀରଚୋରା କଳା ମହୋତ୍ସବ-୨୦୨୨; ‘କଳା ମାଣିକ ଦିବ୍ୟ କଳା’ ସମ୍ମାନରେ ସମ୍ମାନିତ ହେଲେ ପ୍ରଶାନ୍ତ ନନ୍ଦ ବାଲେଶ୍ୱର କ୍ଷୀରଚୋରା କଳା ମହୋତ୍ସବ-୨୦୨୨; ‘କଳା ମାଣିକ ଦିବ୍ୟ କଳା’ ସମ୍ମାନରେ ସମ୍ମାନିତ ହେଲେ ପ୍ରଶାନ୍ତ ନନ୍ଦ November 23, 2022 ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣାର ସାଂସ୍କୃତିକ ଅନୁଷ୍ଠାନ କଳାମାଣିକ ଆୟୋଜିତ ‘କ୍ଷୀରଚୋରା କଳା ମହୋତ୍ସବ-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଆ ଚଳଚ୍ଚିତ୍ର... Read More