କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଏକ ବିଶ୍ୱବିଦ୍ୟାଳୟ, ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡାରୁ ରେଳଲାଇନ ଭିତରକନିକା, ଭଦ୍ରକ ଓ ତିର୍ତ୍ତୋଲକୁ ସଂପ୍ରସାରଣ, ନଦୀ ଜଳକୁ ଚେକଡ୍ୟାମ... Read More
Kendrapada
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା “ଉଦ୍ଭିଦ ବିଜ୍ଞାନର ବର୍ତ୍ତମାନର ଦିଗ” ଶୀର୍ଷକ ଜାତୀୟ ସମ୍ପାନ ରବିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ... Read More
କେନ୍ଦ୍ରାପଡ଼ା : ‘ଉଦ୍ୟମ’ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର କପାଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ଓ ହନୁମାନ... Read More
କେନ୍ଦ୍ରାପଡା : ବୋଧଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପାଗଳାବାବା ବାଳିକା ହାଇସ୍କୁଲ ବୋଧଗାଁର ପ୍ରଧାନ ଶିକ୍ଷକ ବାବାଜୀ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ... Read More
କେନ୍ଦ୍ରାପଡା : ସଂଙ୍ଗୀତ ମୂର୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ରାଜ୍ୟର କଳା କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ଓଡିଶାର... Read More
କେନ୍ଦ୍ରାପଡ଼ା : ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଥିବା ସିଟି ମେଡିକାଲ ପାଇଁ ଆନ୍ଦୋଳନକୁ ଯଦିଓ ଆଜିିକୁ ମାସେ ପୂରିଲା ତେବେ ଛୁଟିଦିନ ଗୁଡିକୁ ଛାଡି ଦେଲେ ଆଜି ୨୬ ଦିନରେ ପହଞ୍ôଚଛି ।... Read More
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ... Read More
କେନ୍ଦ୍ରାପଡ଼ା : ଗତ ଜାନୁଆରୀମାସ ୨୪ତାରିଖରୁ ସିଟି ହସପିଟାଲ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ମେଡିକାଲ ଆନ୍ଦୋଳନକୁ ଆଜି ୨୪ଦିନ ପୁରିଲା । ଛୁଟିଦିନ ମାନଙ୍କୁ ଛାଡିଦେଲେ ସମସ୍ତ ଦିନ... Read More
କେନ୍ଦ୍ରାପଡ଼ା : ଜାତୀୟତାର ବଳିଷ୍ଠ ଉପାଦାନ ହେଉଛି ଭାଷା । ପାରସ୍ପରିକ ବନ୍ଧନକୁ ସୁଦୃଢ କରିବା ସହ ଏହା ଜାତୀୟ ସଂହତିକୁ ପରିପୃଷ୍ଟ କରିଥାଏ । ଏହି ଭାଷାକୁ ଭିତ୍ତିକରି ଜାତୀୟ ସ୍ତରରେ ଓଡିଶା... Read More
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅନୁମତି କ୍ରମେ ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି... Read More
